ଯୁବ ଗୋଷ୍ଠୀଙ୍କୁ ବିଶ୍ବ ଶ୍ରେଣୀୟ ଦକ୍ଷତା ତାଲିମ ପ୍ରଦାନ କରି ରାଜ୍ୟ ପାଇଁ ବିଶ୍ବ ଶ୍ରେଣୀୟ ଦକ୍ଷ ମାନବ ସମ୍ବଳ ସୃଷ୍ଟିକରିବା ଓ ସ୍କିଲ୍ଡ ଇନ ଓଡ଼ିଶାକୁ ବିଶ୍ଵସ୍ତରୀୟ ବ୍ରାଣ୍ଡ ଭାବେ ପରିଚିତ କରାଇବା ନେଇ ଅନୁଷ୍ଠାନ କାର୍ଯ୍ୟ କରୁଛି।
ଆଇଟିଆଇ ଭୁବନେଶ୍ବର ୩୨ ବର୍ଷର ପୁରାତନ ପ୍ରତିଷ୍ଠାନ। ଏଠାରେ ଯୁବତୀଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ, ମେକାନିକ୍ସ, ସିଓଇ(ଆଇଟି), ପୋଷାକ ତିଆରି ଏବଂ ଆଇସିଟି ଏବଂ ଏସଏମ ଭଳି ଟେଡ୍ର ରହିଛି। ଫିଟର, ଇଲେକ୍ଟ୍ରିସିଆନ, ରେଫ୍ରିଜରେଟର ଏବଂ ୱେଲଡର ଭଳି ନୂତନ ବିଷୟ ଏନସିଭିଟି ଅଧିନରେ ଖୋଲା ଯାଇଛି। ଏଥିରେ ସ୍ଥାନ ସଂଖ୍ୟା ୮୩୮ ରହିଛି।
ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।
ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।